ଉତ୍ତର ନିର୍ବାଚନ ମଣ୍ଡଳୀ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଆଗାମୀ ନିର୍ବାଚନ ପାଇଁ ପ୍ରିୟଦର୍ଶୀଙ୍କୁ ବିପୁଳ…

ଭୁବନେଶ୍ୱର,୧୮ା୨ - ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଚନ୍ଦ୍ରଶେଖପୁର ସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟରର ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ ଓ ପଞ୍ଚାୟତର ବରିଷ୍ଠ ନାଗରିକମାନେ ବିପୁଳ ସଂଖ୍ୟାରେ…