ଓଡ଼ିଶା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼ ଓ ଭୁବନେଶ୍ୱର ରନ୍‌ୱେ ୱିକ୍ ରେ ଆକର୍ଷଣୀୟ ଡ଼ିଜାଇନ୍‌ର ପୋଷାକ ପରିବେଷଣ

ଭୁବନେଶ୍ୱର : ଉତ୍ସବ ହେଉ କିମ୍ବା ଯେକୌଣସି ପର୍ବପର୍ବାଣୀ ସବୁ ସମୟରେ ଆକର୍ଷଣୀୟ ଓ ସୁନ୍ଦର ଦେଖାଯିବା ନିମେନ୍ତ ସମସ୍ତଙ୍କ ମନରେ ରହିଥାଏ ଅଦମ୍ୟ ଉତ୍ସାହ । ନୂଆ ଡ଼ିଜାଇନ୍‌ର ପୋଷାକ ସହ ନ୍ୟୁ ଲୁକ୍‌ରେ ନିଜକୁ ପରଷି ଦେବାପାଇଁ ଲୋକଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା । ଉଭୟ ପୁରୁଷ ଓ ମହିଳାଙ୍କ…